ଭୁଲ ପେସ୍‌କ୍ରିପସନରେ କରୋନା ରୋଗୀ ମୃତ୍ୟୁ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ, ୭୨ ଘଣ୍ଟାରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ବ୍ରହ୍ମପୁର : ଜଣେ ରୋଗୀଙ୍କ ନାଁରେ ଆଉ ଜଣେ ସୁସ୍ଥ ହେଉଥିବା ରୋଗୀଙ୍କୁ ରେଫର‌୍‌ ଓ ଅନ୍ୟ ଔଷଧରେ ଚିକିତ୍ସା କରିବାରୁ ବ୍ରହ୍ମପୁର ବଡ଼ବଜାର ଅଞ୍ଚଳର ଦମୟନ୍ତୀ ସାହୁଙ୍କ ମୃତ୍ୟୁ ଘଟିଥିଲା। ଭୁଲ ପେସ୍‌କ୍ରିପସନ ଓ ଭୁଲ ଶଯ୍ୟା ଟିକେଟ୍‌ ଯୋଗୁଁ ଏଭଳି ହୋଇଥିବା ଦମୟନ୍ତୀଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଅଶୋକ କୁମାର ମହାନ୍ତି ନାମକ ଜଣେ ବ୍ୟକ୍ତି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ … Continue reading ଭୁଲ ପେସ୍‌କ୍ରିପସନରେ କରୋନା ରୋଗୀ ମୃତ୍ୟୁ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ, ୭୨ ଘଣ୍ଟାରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ